------------------------------------------------------------
ସ୍ୱାଗତମ
------------------------------------------------------------

------------------------------------------------------------
OpenOffice.org 3.1 ReadMe
------------------------------------------------------------

ଏହି ରିଡମି ଫାଇଲର ଶେଷ ଅପଡେଟ୍ଗୁଡିକ ପାଇଁ,ଦେଖhttp://www.openoffice.org/welcome/readme.html
ପ୍ରିଯ ଉପୟୋଗକର୍ତ୍ତା

ଏହି ପୋଗ୍ରାମ ବିଷଯରେ ଗୁରିତ୍ବପୂର୍ଣ୍ଣ ସୂଚନା ଏହି ଫାଇଲରେ ଅଛି୤ଦଯାକରି କାର୍ୟ୍ଯ ଆରମ୍ଭ କରିବା ପର୍ବରୁ ଏହି ସୂଚନାକୁ ଭଲଭାବରେ ପଢନ୍ତୁ୤

OpenOffice.org ସମ୍ପ୍ରଦାୟ, ଏହି ଉତ୍ପାଦର ବିକାଶ ପାଇଁ ଦାୟୀ, ଆପଣଙ୍କୁ ସମ୍ପ୍ରଦାୟ ସଦସ୍ୟ ଭାବରେ ନିମନ୍ତ୍ରଣ କରୁଅଛି। ନୂତନ ସଦସ୍ୟ ଭାବରେ, ଆପଣ OpenOffice.org ସାଇଟକୁ ସହାୟକ ଚାଳକ ସୂଚନା ସହାୟତାରେ ଯାଞ୍ଚ କରିପାରିବେ
http://www.openoffice.org/about_us/introduction.html 
ଓପନଅଫିସ.org ପ୍ରୋଜେକ୍ଟରେ ଜଡିତହେବା ବିଷଯରେ ନିମ୍ନ ବିଭାଗଗୁଡିକୁ ମଧ୍ଯ ପଢନ୍ତୁ୤

------------------------------------------------------------
OpenOffice.org କଣ ପ୍ରକୃତରେ ସମସ୍ତଙ୍କ ପାଇଁ ମାଗଣା? 
------------------------------------------------------------

OpenOffice.org ସମସ୍ତଙ୍କ ଦ୍ୱାରା ବ୍ୟବହାର ପାଇଁ ମୁକ୍ତ। ଆପଣ OpenOffice.orgର ଏହି ପ୍ରତିଲିପିକୁ ନେଇପାରିବେ ଏବଂ ଆପଣଙ୍କ ପସନ୍ଦ ଅନୁସାରେ ଏକାଧିକ କମ୍ପୁଟରରେ ସ୍ଥାପନ କରିପାରିବେ, ଏବଂ ଏହାକୁ ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ, ଯେପରିକି (ବ୍ୟାପାରିକ, ସରକାରୀ, ସରକାରୀ ପ୍ରଶାସକ ଏବଂ ଶିକ୍ଷା)। ଅଧିକ ବିବରଣୀ ପାଇଁ OpenOffice.org ସହିତ ପ୍ରଦତ୍ତ ଅନୁମତି ପତ୍ରକୁ ଦେଖନ୍ତୁ କିମ୍ବା http://www.openoffice.org/license.html 
------------------------------------------------------------
OpenOffice.org ସମସ୍ତ ଚାଳକଙ୍କ ପାଇଁ ମୁକ୍ତ କାହିଁକି?
------------------------------------------------------------

OpenOffice.org ସମସ୍ତଙ୍କ ଦ୍ୱାରା ବ୍ୟବହାର ପାଇଁ ମୁକ୍ତ। ଆପଣ OpenOffice.orgର ଏହି ପ୍ରତିଲିପିକୁ ନେଇପାରିବେ ଏବଂ ଆପଣଙ୍କ ପସନ୍ଦ ଅନୁସାରେ ଏକାଧିକ କମ୍ପୁଟରରେ ସ୍ଥାପନ କରିପାରିବେ, ଏବଂ ଏହାକୁ ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ, ଯେପରିକି (ବ୍ୟାପାରିକ, ସରକାରୀ, ସରକାରୀ ପ୍ରଶାସକ ଏବଂ ଶିକ୍ଷା)। ଅଧିକ ବିବରଣୀ ପାଇଁ OpenOffice.org ସହିତ ପ୍ରଦତ୍ତ ଅନୁମତି ପତ୍ରକୁ ଦେଖନ୍ତୁ କିମ୍ବା 
ଏବଂ ସଦୃଶ http://contributing.openoffice.org ବିସ୍ତୃତ ବିବରଣୀ ପାଇଁ। ସମସ୍ତଙ୍କୁ ସହଯୋଗ କରିବାକୁ ହେବ।

------------------------------------------------------------
ପ୍ରତିଷ୍ଠାପନରେ ଟିପପ୍ଣୀ
------------------------------------------------------------

ସିସ୍ଟମ ଆବଶ୍ଯକୀଯଗୁଡିକ:

- Linux Kernel version 2.4 କିମ୍ବା ତଦୁର୍ଦ୍ଧ
- glibc2 version 2.3.2 କିମ୍ବା ତଦୁର୍ଦ୍ଧ
- gtk version 2.2.0 କିମ୍ବା ତଦୁର୍ଦ୍ଧ
- Pentium ସୁସଂଗତ PC (Pentium III କିମ୍ବା Athlon ପରାମର୍ଶିତ)
- 256 MB RAM (512 MB RAM ପରାମର୍ଶିତ)
- 440 MB ଉପଲବ୍ଧ ହାର୍ଡ ଡ଼ିସ୍କ ସ୍ଥାନ
- ଚାଇନିଜ, ଜାପାନିଜ ଏବଂ କୋରିଆନ ସଂସ୍କରଣ: 440 MB ଉପଲବ୍ଧ ହାର୍ଡ ଡ଼ିସ୍କ ସ୍ଥାନ
- X Server 1024x768 ବିଭେଦନ ସହିତ (ଉଚ୍ଚ ବିଭେଦନ ପରାମର୍ଶିତ), ଅତିକମରେ 256 ରଙ୍ଗ
- ଉଇଣ୍ଡୋ  ପରିଚାଳକ
- Gnome 2.6 କିମ୍ବା ତଦୁର୍ଦ୍ଧ, gail 1.8.6 ଏବଂ at-spi 1.7 ପ୍ୟାକେଜଗୁଡ଼ିକ ସହିତ, assistive technology tools (AT tools)କୁ ସମର୍ଥନ ଦେବା ପାଇଁ

There is a wide variety of Linux distributions, and even within the same distribution there may be different installation options (KDE vs Gnome, etc.). Some distributions ship with their own ‘native’ version of OpenOffice.org, which may have different features from this Community OpenOffice.org. Sometimes you can install the Community OpenOffice.org alongside the ‘native’ version. However, it’s usually safer to remove the ‘native’ version before installing this Community version. Consult the documentation for your distribution for details of how to do this. 

ଏହା ପରାମର୍ଶିତ ଯେ ଆପଣ କୌଣସି ସଫ୍ଟୱେର ସ୍ଥାପନ କରିବା ସମୟରେ କିମ୍ବା କାଢ଼ିବା ସମୟରେ ସର୍ବଦା ଆପଣଙ୍କ ତନ୍ତ୍ରର ନକଲ ସଂରକ୍ଷଣ କରନ୍ତୁ।

------------------------------------------------------------
ପୋଗ୍ରାମ ଆରମ୍ଭ ସମୟରେ ସମସ୍ୟା
------------------------------------------------------------

If you experience OpenOffice.org startup problems (most notably while using Gnome) please 'unset' the SESSION_MANAGER environment variable inside the shell you use to start OpenOffice.org. This can be done by adding the line "unset SESSION_MANAGER" to the beginning of the soffice shell script found in the "[office folder]/program" directory.

OpenOffice.orgକୁ ଆରମ୍ଭ କରିବାରେ ସମସ୍ୟା (e.g. applications hang) ଏହା ସହିତ ଆଲେଖି କାର୍ଡ ଦ୍ୱାରାପରଦା ପ୍ରଦର୍ଶନରେ ସମସ୍ୟା ଘଟିଥାଏ, ଦୟାକରି ଆପଣଙ୍କର ଆଲେଖୀ କାର୍ଡ ଡ୍ରାଇଭରକୁ ଅଦ୍ୟତନ କରନ୍ତୁ କିମ୍ବା ଆପଣଙ୍କ ପ୍ରଚାଳନ ତନ୍ତ୍ରରେ ଦିଆହୋଇଥିବା ଆଲେଖି କାର୍ଡ ଡ୍ରାଇଭରକୁ ବ୍ୟବହାର କରନ୍ତୁ।  "Use OpenGL" under 'Tools - Options - OpenOffice.org - View - 3D ଦୃଶ୍ୟକୁ ନିଷ୍କ୍ରିୟ କରିବା ଦ୍ୱାରା 3D ବସ୍ତୁଗୁଡ଼ିକୁ ଦର୍ଶାଇବାରେ ସମସ୍ୟା।

OpenOffice.org 1.x ଏବଂ OpenOffice.org 3.1ରୁ କ୍ଲିପବୋର୍ଡ ମାଧ୍ଯମରେ ନକଲ ଏବଂ ଲଗାଇବା OpenOffice.org ଶୈଳୀରେ କାମ କରିନପାରେ। ଯଦି ତାହା ହୁଏ, ତେବେ 'Edit - Paste Special' ଏବଂ OpenOffice.org ବ୍ୟତିତ ଅନ୍ୟ କୌଣସି ଶୈଳୀକୁ ବାଛନ୍ତୁ, କିମ୍ବା OpenOffice.org 3.1ରେ ଦଲିଲକୁ ସିଧାସଳଖ ଖୋଲନ୍ତୁ।

ଦଯକରି ନିଶ୍ଚିତ ହୁଅ ତୁମ ସିସ୍ଟମର କ୍ଷଣସ୍ଥାଯୀ ବିବରଣୀପଞ୍ଜିକାରେ ତୁମପାଖରେ ୟଥେଷ୍ଟ ମାଗଣା ସ୍ମୃତିଶକ୍ତି ଅଛି ଏବଂ ତାହା ପଢିବା, ଲେଖିବା, ଏବଂ ଚାଲୁ ପ୍ରବେଶ ଅଧିକାରଗୁଡିକ ପ୍ରଦାନ କରାୟାଇଛି୤ପ୍ରତିଷ୍ଠାପନକୁ ଆରମ୍ଭ କରିବା ପୂର୍ବରୁ ସବୁ ଅନ୍ଯ ପୋଗ୍ରାମ ଗୁଡିକୁ ବନ୍ଦକର୤

------------------------------------------------------------
ସଟ୍କଟ କିଗୁଡିକ
------------------------------------------------------------

Only shortcut keys (key combinations) not used by the operating system can be used in OpenOffice.org. If a key combination in OpenOffice.org does not work as described in the OpenOffice.org Help, check if that shortcut is already used by the operating system. To rectify such conflicts, you can change the keys assigned by your operating system. Alternatively, you can change almost any key assignment in OpenOffice.org. For more information on this topic, refer to the OpenOffice.org Help or the Help documentation of your operating system.

ସହିତ  ରେ ଠାରେ ମିନିଟ:

- Ctrl-Space ଟି ବର୍ତ୍ତମାନ Ctrl-Shift-Space
- Ctrl-Shift-Space ଟି ବର୍ତ୍ତମାନ Ctrl-M

------------------------------------------------------------
ଫାଇଲ ତାଲାପକାଇବା
------------------------------------------------------------

ପୂର୍ବନିର୍ଦ୍ଧାରିତ ସଂରଚନାରେ, ଫାଇଲ ଅପରିବର୍ତ୍ତନିୟତାକୁ OpenOffice.orgରେ ଅନ କରାଯାଇଥିଲା। ଏହାକୁ ନିଷ୍କ୍ରିୟ କରିବା ପାଇଁ, ଆପଣଙ୍କୁ ପ୍ରକୃତ ପରିବେଶ ପ୍ରାଚଳ SAL_ENABLE_FILE_LOCKING=0 ଏବଂ export SAL_ENABLE_FILE_LOCKING ସେଟ କରିବାକୁ ପଡ଼ିବ। ଏହି ଭରଣଗୁଡ଼ିକ ନିର୍ଦ୍ଦିଷ୍ଟ ସ୍କ୍ରିପ୍ଟ ଫାଇଲରୁ ପୂର୍ବରୁ ସକ୍ରିୟ ହୋଇଥାଏ।.

ଚେତାବନୀ: ସକ୍ରିୟ ଫାଇଲ ଅପରିବର୍ତ୍ତନୀୟ ଗୁଣ Linux NFS 2.0ରେ ବ୍ୟବହୃତ Solaris 2.5.1 ଏବଂ 2.7 ସହିତ ସମସ୍ୟା ସୃଷ୍ଚି କରିପାରେ। ଯଦି ଆପଣଙ୍କର ତନ୍ତ୍ର ପରିବେଶରେ ଏହି ପ୍ରାଚଳଗୁଡ଼ିକ ଅଛି, ଆମେ ବିଶେଷ କରି ପରାମର୍ଶ ଦେଉଅଛୁ ଯେ ଆପଣ ଫାଇଲ ଅପରିବର୍ତ୍ତନୀୟ ଗୁଣକୁ ବ୍ୟବହାର କରନ୍ତୁ ନାହିଁ। ଅନ୍ୟଥା, OpenOffice.org linux କମ୍ପୁଟରରେ ଗୋଟିଏ NFS ସ୍ଥାପିତ ଡ଼ିରେକ୍ଟୋରୀରୁ ଏହାକୁ ଖୋଲିବା ପାଇଁ ଚେଷ୍ଟା କରିବ।

------------------------------------------------------------
ପ୍ରବେଶୟୋଗ୍ଯ ଟିପ୍ପଣୀଗୁଡିକ
------------------------------------------------------------

OpenOffice.orgରେ ଅଭିଗମ୍ୟତା ସୂଚନା ପାଇବା ପାଇଁ, ଦେଖନ୍ତୁ
http://www.openoffice.org/access/.

------------------------------------------------------------
ରେଜିଷ୍ଟେସନ
------------------------------------------------------------

ଦ୍ରବ୍ଯ ରେଜିଷ୍ଟେସନ ଠାରୁ ଏବଂ ଦ୍ବାରା ପ୍ରତ୍ଯେକ ତଥ୍ଯ ଠାରେ ଏବଂ ଠାରେ ଠାରେ ଦ୍ବାରା ସାହାୟ୍ଯ ରେଜିଷ୍ଟେସନ ଠାରୁ.
------------------------------------------------------------
ଉପୟୋଗକର୍ତ୍ତା ପର୍ୟ୍ଯବେକ୍ଷଣ
------------------------------------------------------------

ଉପୟୋଗକର୍ତ୍ତା ଉପୟୋଗକର୍ତ୍ତା ରେ ପାଇଁ ର ଦ୍ବାରା ପ୍ରତ୍ଯେକ ତଥ୍ଯ.

------------------------------------------------------------
ଉପୟୋଗକର୍ତ୍ତା ସମର୍ଥନ
------------------------------------------------------------

ମୂଖ୍ୟ ସମର୍ଥନ ପୃଷ୍ଠାhttp://support.openoffice.org/ପାଇଁ ସହିତ .http://user.services.openoffice.org କିମ୍ବା 'users@openoffice.org' ମେଲିଙ୍ଗ ତାଲିକାର ଆଲେଖିକୁ ଏଠାରେ ଖୋଜନ୍ତୁhttp://www.openoffice.org/mail_list.html. ବୈକଳ୍ପିକ ରୂପେ, ଆପଣ ଆପଣଙ୍କ ପ୍ରଶ୍ନକୁ ପଠାଇପାରିବେusers@openoffice.org. ଏହି ତାଲିକାରେ କିପରି ଅନ୍ତର୍ଭୁକ୍ତ ହେବେ (ଗୋଟିଏ ଇମେଲ ଉତ୍ତର ପାଇବା ପାଇଁ) ତାହା ଏହି ପୃଷ୍ଠାରେ ବ୍ୟାଖ୍ୟା କରାଯାଇଛି: http://wiki.services.openoffice.org/wiki/Website/Content/help/mailinglists.

ରେ  FAQ ବିଭାଗକୁ ମଧ୍ଯ ୟାଞ୍ଚକର http://wiki.services.openoffice.org/wiki/Documentation/FAQ.

------------------------------------------------------------
ବଗଗୁଡିକର ଏବଂ ଘଟଣାଗୁଡିକର  ରିପୋର୍ଟ
------------------------------------------------------------

ପାଇଁ ଏବଂ ଏବଂ ଏବଂ ରେ ର ର ଏବଂ ର 

------------------------------------------------------------
ଜଡିତହେବା
------------------------------------------------------------

OpenOffice.org ସମ୍ପ୍ରଦାୟ ଆପଣଙ୍କ ସକ୍ରିୟ ଯୋଗଦାନ ଫଳରେ ମୁକ୍ତ ଉତ୍ସ ପ୍ରକଳ୍ପରୁ ଲାଭଦାୟକ ହେବେ।

ଗୋଟିଏ ଉପୟୋଗକର୍ତ୍ତା ପରି,ତୁମେ ପୂର୍ବରୁ ଏହି ଅନୁଚରବର୍ଗ ଉନ୍ନତି ପ୍ରକ୍ରିଯାରେ ଏକ ମୂଲ୍ଯବାନ ଅଶଂ ଅଟ ଏବଂ  ଗୋଷ୍ଠୀ ପାଇଁ ଏକ ଦୀର୍ଘସ୍ଥାଯୀ ସାହାୟ୍ଯକାରୀ ହେବାକୁ ଦୃଶ୍ଯରେ ରଖି ଏକ ଅଧିକ ସଂକ୍ରିଯ ଭୂମିକା ନେବାକୁ ଆମେ ତୁମକୁ ପ୍ରୋତ୍ସାହନକରିବାକୁ ଚାହୁଁଛୁ୤ ଦଯାକରି ୟୋଗଦିଅ ଏବଂ ଉପୟୋଗକର୍ତ୍ତା ପୃଷ୍ଠା ୟାଞ୍ଚକର: http://www.openoffice.org 

------------------------------------------------------------
ଆରମ୍ଭକରିବାର ବାଟ
------------------------------------------------------------

ଆରମ୍ଭ କିମ୍ବା ର ପାଇଁ ଏବଂ ସହିତ  ର ଠାରୁ ରେ ଅକ୍ଟୋବର ଏବଂ ଡାହାଣ ରେ ସହିତ  ଖୋଲ ମୂଳ ପ୍ରୋଜେକ୍ଟ୍ଗୁଡିକ ଏବଂ ସଦୃଶ ସହିତ  ଠାରେ http://development.openoffice.org/todo.html.

------------------------------------------------------------
କିଣନ୍ତୁ
------------------------------------------------------------

ଏଠାରେ କେତେକ ଅଳ୍ପ ପ୍ରୋଜେକ୍ଟ ମେଲିଙ୍ଗ ତିଲିକା ଅଛି ୟେଉଁଥିରେ  ତୁମେ ସ୍ବୀକାରକରିପାରhttp://www.openoffice.org/mail_list.html
- ଖବର: ଘୋଷଣା @openoffice.org *ସମସ୍ତ ଉପୟୋଗକର୍ତ୍ତାମାନଙ୍କୁ ସୁପାରିଶହୋଇଥିବା* (ହାଲୁକା ଟ୍ରାଫିକ) 
- ମୂଖ୍ୟ ଚାଳକ ଫୋରମ: user@openoffice.org *easy way to lurk on discussions* (heavy traffic) 
- ମାର୍କେଟିଙ୍ଗ ପ୍ରୋଜେକ୍ଟ: dev@marketing.openoffice.org *ଉନ୍ନତି ବାହାରେ* (ଭାରି ହେବା) 
- ସାଧାରଣ କୋଡ  ସାହାୟ୍ଯକାରୀ ତାଲିକା: dev@openoffice.org (ମଧ୍ଯମ/ଭାରି) 

------------------------------------------------------------
ଗୋଟିଏ କିମ୍ବା ଅଧିକ ପ୍ରୋଜେକ୍ଟ୍ଗୁଡିକରେ ୟୋଡ
------------------------------------------------------------

ୟଦି ତୁମ ପାଖରେ ସଫଟ୍ଉଏର ଡିଜାଇନ କିମ୍ବା କୋଡିଙ୍ଗ  ଅନୁଭୂତି ଅଛି ଏହି ଗୁରୁତ୍ବପୂର୍ଣ୍ଣ ଖୋଲା ମୂଳ ପ୍ରୋଜେକ୍ଟରେ ତୁମେ ପ୍ରଧାନ ଆଶିଂକ ସାହାୟ୍ଯ କରିପାର୤ହଁ,ତୁମେ!

ରେhttp://projects.openoffice.org/index.htmlକେତେକ ପ୍ରକୃତ ମୂଳ କୋଡିଙ୍ଗ ପ୍ରୋଜେକ୍ଟଗୁଡିକ ପାଇଁ ସ୍ଥାନୀଯକରଣ,ପୋର୍ଟିଙ୍ଗ ଏବଂ ସମୂହ ତରଙ୍ଗରୁ ପ୍ରୋଜେକ୍ଟ ଗୁଡିକର ପରିସରଗୁଡିକୁ ତୁମେ ପାଇବ୤ ୟଦି ତୁମେ ଏକ ଡେଭଲପର ନୁହଁ, ମାର୍କେଟିଙ୍ଗ  ପ୍ରୋଜେକ୍ଟ କିମ୍ବା ପ୍ରାମାଣ୍ଯ ଦଲିଲକୁ ଚେଷ୍ଟକର୤ ମାର୍କେଟିଙ୍ଗ ଖୋଲା ମୂଳ ସଫଟଉଏର ପାଇଁ ଉଭଯ ଗୁଏରିଲା ଏବଂ ପରମ୍ପରା ବାଣିଜ୍ଯ ସମ୍ବନ୍ଧୀଯ ଟେକନିକ ଗୁଡିକ ଓପନଅଫିସ.org ମାର୍କେଟିଙ୍ଗ ପ୍ରୋଜେକ୍ଟ ଲାଗୁକରୁଛି, ଏବଂ ଆମେ ଭାଷା ଏବଂ ସଂସ୍କୃତି ବାଧାଗୁଡିକୁ ଅତିକ୍ରମ କରି ଏହା କରୁଛୁ,ତେଣୁ ଶବ୍ଦକୁ ପ୍ରସାରିତକରି ଏବଂ ସାଙ୍ଗକୁ ଏହି ଅଫିସ ଅନୁଚରବର୍ଗ ବିଷଯରେ କହି ତୁମେ କେବଳ ସାହାୟ୍ଯ କରିପାରିବ୤ 

ମାର୍କେଟିଙ୍ଗ କରିବାର ୟୋଗାୟୋଗଗୁଡିକ ଏବଂ ଏଠାରେ ସୂଚନା ନେଟଉଆର୍କ ଦ୍ବାରା ତୁମେ ସାହାୟ୍ଯ କରିପାର: http://marketing.openoffice.org/contacts.html ୟେଉଁଠାରେ ତୁମେ ତୁମ ଦେଶରେ ଏବଂ ସ୍ଥାନୀଯ ଗୋଷ୍ଠୀରେ  ପ୍ରେସ,ମିଡିଆ,ସରକାରୀ ଅନୁଷ୍ଠାନ,ପରାମର୍ଶ ଗ୍ରହଣକାରୀ,ସ୍କୁଲଗୁଡିକ,ଲିନକ୍ସ ଉପୟୋଗକାରୀ ସମୂହଗୁଡିକ ଏବଂ ଡେଭଲପରଗୁଡିକ ସହିତ ବିନ୍ଦୁ  ୟୋଗାୟୋଗ ସମ୍ପର୍କ ଆଯୋଜନ କରିପାରିବ ୤

ଆମେ ଆଶାକରୁଛୁ ଆପଣ ଏହି ନୂତନ OpenOffice.org 3.1 ସହିତ କାର୍ଯ୍ୟ କରିବାକୁ ଉପଭୋଗ କରୁଛନ୍ତି ଏବଂ ଆମ ସହିତ ଅନଲାଇନରେ ଯୋଗଦାନ କରିବେ।

ଓପନଅଫିସ.org ଗୋଷ୍ଠୀ

------------------------------------------------------------
ଉପୟୋହୋଇଥିବା /ପରିବର୍ତ୍ତନହୋଇଥିବା ମୂଳ କୋଡ
------------------------------------------------------------

ଅଶଂଗୁଡିକ ପ୍ରତିଲିପିସ୍ବତ୍ତ ୧୯୯୮, ୧୯୯୯ ଜେମସ କ୍ଲର୍କ ୤ ଅଶଂଗୁଡିକ ପ୍ରତିଲିପିସ୍ବତ୍ତ ୧୯୯୬,୧୯୯୮Netscape ୟୋଗାୟୋଗ ପ୍ରତିଷ୍ଠାନ ୤